ଓଡ଼ିଶା: ଆଜିର ଫଟୋ ( ୨୦ ଫେବୃଆରୀ , ୨୦୨୫ )

କଟକସ୍ଥିତ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିଅମରେ ଅନୁଷ୍ଠିତ ୭୧ତମ ସିନିଅର ନାଶନାଲ କବାଡି ଚାମ୍ପିଅନଶିପ ଉଦଘାଟନୀ ସମାରୋହ

 

ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା, ପରୀକ୍ଷା ସୁପରିଚାଳନା ନିମନ୍ତେ କଟକ ବଜ୍ରକବାଟିସ୍ଥିତ ଓଡ଼ିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଖୋଲିଥିବା କମାଣ୍ଡ କଣ୍ଟ୍ରୋଲ ରୁମ

 

ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣ୍ଡପରେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନର ୨୫ତମ ରୌପ୍ୟଜୟନ୍ତୀରେ ଆୟୋଜିତ ଓଡ଼ିଶୀ ସଙ୍ଗୀତ ମହୋତ୍ସବ

 

ଭୁବନେଶ୍ୱରସ୍ଥିତ ଭଞ୍ଜକଳାମଣ୍ଡପରେ ରଙ୍ଗ ସଙ୍ଗମ ରାଜ୍ୟସ୍ତରୀୟ ନାଟକ ଉତ୍ସବରେ ପରିବେଷିତ ନାଟକ ‘ଅସ୍ତ’ର ଦୃଶ୍ୟ