ଓଡ଼ିଶା: ଆଜିର ଫଟୋ ( ୧ ନଭେମ୍ବର, ୨୦୨୫ )

କଟକ ବାଲିଯାତ୍ରା ତଳ ପଡିଆରେ ବାଲିଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି

 

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୁଳ୍ୟରେ ନାଟ୍ୟଧାରାରେ ନାଟକ “ମଙ୍ଗଳ ଦୋଷ”ର ଦୃଶ୍ୟ

 

 

କଟକ ବାରବାଟୀ ଷ୍ଟାଡିଯମରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଅନୁଷ୍ଠିତ ରଣଜୀ କ୍ରିକେଟ ମ୍ୟାଚର ପ୍ରଥମ ଦିବସ

 

 

 

କଟକ ବିଦ୍ୟାଧରପୁର ଅଂଚଳରେ ମା କାଳୀଙ୍କ ମୃଣ୍ମୟୀ ପ୍ରତିମାଙ୍କୁ ବିସର୍ଜନ ପାଇଁ ଶୋଭାଯାତ୍ରାରେ ନିଆଯାଉଛି

 

👉 Follow Dharitri – Odisha’s No.1 Trusted Odia Daily 📰✨