ଓଡ଼ିଶା: ଆଜିର ଫଟୋ (୧ ଜୁନ୍, ୨୦୨୫)

ପ୍ରଭୁ ଲିଙ୍ଗରାଜଙ୍କ ବିଭାହ ପରେ ମା ଗୌରୀ ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ପ୍ରୋସେସନରେ ଆସୁଛନ୍ତି

 

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରୁଛନ୍ତି

 

 

 

ନନ୍ଦନକାନନ ଉଦ୍ଭିଦ ଉଦ୍ୟାନ ପରିସରରେ ଏକ ଗଛରେ ବସା ବାନ୍ଧିଥିବା ବାୟା ଚଢେଇ