ଓଡ଼ିଶା: ଆଜିର ଫଟୋ ( ୧ ଡିସେମ୍ବର, ୨୦୨୪ )

ନରାଜ ଆନିକଟଠାରେ ପାଣି ଅଳ୍ପ ଥିବାରୁ ନଦୀ ତଟ ନିକଟରେ ମାଛ ଧରା ଡଙ୍ଗାଗୁଡିକ ପଡିରହିଛି

 

 

ନରାଜ ଆନିକଟଠାରେ ଜାଲ ପକାଇ ଧୀବର ମାଛ ଧରୁଛନ୍ତି

 

 

କଳିଙ୍ଗ ଷ୍ଟାଡିୟମରେ ଆଇଏସ୍ଏଲ୍ ଇଣ୍ଡିଆନ୍ ସୁପର ଲିଗ୍: ଓଡିଶା ଏଫସି ବନାମ ବେଙ୍ଗାଲୁରୁ ଏଫସି, ଓଡିଶା ଏଫସି ୪ – ୨ ଗୋଲରେ ବିଜୟୀ