ଓଡ଼ିଶା: ଆଜିର ଫଟୋ ( ୧୯ ନଭେମ୍ବର, ୨୦୨୫ )

ପୁରୀ ଶ୍ରୀ ଜଗନ୍ନାଥ ସେବା ସଂସ୍ଥାନ ପକ୍ଷରୁ ଦେବ ଦୀପାବଳି ଅବସରରେ ସିଂହ ଦ୍ୱାର ସମ୍ମୁଖରେ ମଠାଧିଶମାନେ ଦୀପାବଳି ଉତ୍ସବ ପାଳନ କରୁଛନ୍ତି

 

 

 

ଓସିଏ କନଫରେନ୍ସ ହଲରେ ୨୩ ବର୍ଷରୁ କମ ମହିଳା କ୍ରିକେଟ ଦଳ ଘୋଷଣା ନେଇ ଅନୁଷ୍ଠିତ ଖବରଦାତା ସମ୍ମିଳନୀ

 

 

👉 Follow Dharitri – Odisha’s No.1 Trusted Odia Daily 📰✨