ଓଡ଼ିଶା: ଆଜିର ଫଟୋ ( ୧୯ ଫେବୃଆରୀ, ୨୦୨୫ )

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଖେଳାଯାଉଥିବା FIH Hockey Pro Leagueରେ ସ୍ପେନ ବିପକ୍ଷରେ ଇଂଲଣ୍ଡ

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଖେଳାଯାଉଥିବା FIH Hockey Pro Leagueରେ ଭାରତ ବନାମ ଜର୍ମାନୀ

ଭୁବନେଶ୍ୱର ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ଦ୍ୱାରା ଇନ୍ଦିରା ଗାନ୍ଧୀ ପାର୍କ ପାର୍ଶ୍ୱରେ ପ୍ଲାଷ୍ଟିକର ଭୟାବହତାକୁ ନେଇ ସଚେତନତା

 

ଭୁବନେଶ୍ୱରସ୍ଥିତ Institute of Entrepreneurship development (IED), ମଞ୍ଚେଶ୍ୱର ପରିସରରେ MSME ଏବଂ STARTUP ମାନଙ୍କ ପାଇଁ ଋଣ ମେଳା ଆୟୋଜିତ


କଟକ ବାଦାମବାଡ଼ି ଜନଗହଳି ରାସ୍ତାରେ ଟ୍ରାଫିକ ନିୟମ ଉଲଂଘନ କରୁଥିବା ବାଇକ ଚାଳକଙ୍କୁ ସଚେତନ କରିବା ସହ ଫାଇନ ଆଦାୟ କରୁଛନ୍ତି ଟ୍ରାଫିକ ପୋଲିସ


ଭାରତ ଭ୍ରମଣ ଅବସରରେ କଟକସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନରେ ଆସିଥିବା ଡଃ. ରାଧା ଗୋବିନ୍ଦ ଓ ପୁତ୍ର ସହଜ