ଓଡ଼ିଶା: ଆଜିର ଫଟୋ (୧୯ ମେ ୨୦୨୬ )

କଟକ ବକ୍ସି ବଜାରସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଅନୁଷ୍ଠିତ ଓଡ଼ିଶା ଓମେନ୍ସ ଫୁଟବଲ ଲିଗର ଉଦଘାଟନୀ ମ୍ୟାଚରେ ନିତା ଫୁଟବଲ ଏକାଡେମୀ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ମଧ୍ୟରେ ମ୍ୟାଚ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ୟୁନିଅନ ଏଗ୍ରିକଲଚର ମିନିଷ୍ଟର ଶିବରାଜ ସିଂ ଚୌହାନ ଏବଂ ଅନ୍ୟ ସମ୍ମାନିତ ବ୍ୟକ୍ତିମାନେ ଭୁବନେଶ୍ୱରରେ ଅନୁଷ୍ଠିତ କୃଷି ସମ୍ମେଳନ, ଇଷ୍ଟର୍ନ ଜୋନର ଉଦଘାଟନୀ ଅଧିବେଶନରେ ଯୋଗ ଦେଇଛନ୍ତି

ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ମ୍ୟୁଜିକ ସର୍କଲ ପକ୍ଷରୁ ସଙ୍ଗୀତା ଛାମୁଆ ହିନ୍ଦୁସ୍ତାନୀ ସଙ୍ଗୀତ ପରିବେଷଣ କରୁଛନ୍ତି

କଟକ ମିଶନ ରୋଡ ସ୍ଥିତ ଭଞ୍ଜ ମଣ୍ଡପରେ ୮୩ତମ ଅନୁଷ୍ଠିତ କଳିଙ୍ଗ ଭାରତୀ ଭଞ୍ଜ ଜୟନ୍ତୀ ସପ୍ତାହର ଚତୁର୍ଥ ସନ୍ଧ୍ୟା