ଓଡ଼ିଶା: ଆଜିର ଫଟୋ ( ୧୮ ଜନୁଆରୀ, ୨୦୨୬ )

ରାଜରାଣୀ ମନ୍ଦିର ପ୍ରାଙ୍ଗଣରେ ରାଜାରାଣୀ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ

ତ୍ରିବେଣୀ ଅମାବାସ୍ୟା ଅବସରରେ ଅମାବାସ୍ୟା ନାରାୟଣ ମହୋଦାଧିକୁ ବିଜେ କରୁଛନ୍ତି

ଆଗକୁ ସରସ୍ୱତୀ ପୂଜା, ନୟାପାଲି ଦୁର୍ଗାପୂଜା ମଣ୍ଡପରେ କାନେ ସ୍ଲୀପି ମା’ ସରସ୍ୱତୀଙ୍କୁ ଶେଷ ସ୍ପର୍ଶ ଦିଆଯାଉଛି

ଜଗମାରା ନ୍ୟୁ ରୋଡରେ ରବିବାର ସକାଳୁ ଦ୍ୱିତୀୟ ପଥ ଉତ୍ସବ ଝୁମିଲେ ରାଜଧାନୀ ବାସୀ