ଓଡ଼ିଶା: ଆଜିର ଫଟୋ ( ୧୭ ଅକ୍ଟୋବର, ୨୦୨୫ )

କଟକ ରେଭେନଶା ବିଶ୍ୱବିଦ୍ୟାଳୟର Seven Pillers of Wisdom ଅଡିଟୋରିଅମରେ ନାଟ୍ୟ ଉତ୍ସବର ଦ୍ୱତୀୟ ଦିନ

ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ୍ସିବିସନ୍ ଗ୍ରାଉଣ୍ଡରେ ଆୟୋଜିତ ହେଉଛି

ଶୁକ୍ରବାର ଦିନ ସୁନାବେଡ଼ାର ଉଦ୍ଧବ ନାଟ ମଣ୍ଡଳୀ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ନାଟକ “ମଣ୍ଡୂକ ଉପାଖ୍ୟାନ” ଅଭିନୟ କରାଯାଇଛି