ଓଡ଼ିଶା: ଆଜିର ଫଟୋ (୧୭ ଜୁଲାଇ , ୨୦୨୫)

ଭୁବନେଶ୍ୱରରେ ଓଡିଶା ବନ୍ଦର ପ୍ରଭାବ

କଟକରେ ଓଡିଶା ବନ୍ଦର ପ୍ରଭାବ

ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅମର ଆତ୍ମାର ସଦଗତି କାମନା କରି ରେଭନଶା ବିଶ୍ୱବିଦ୍ୟାଳୟ ପରିସରରେ କ୍ୟାଣ୍ଡେଲ ଶୋଭାଯାତ୍ରା

 

ପୁରୀ ସହରରେ ଓଡିଶା ବନ୍ଦର ପ୍ରଭାବ

ବ୍ରହ୍ମପୁର ସହରରେ ବିଭିନ୍ନ ଦଳ ପକ୍ଷରୁ ଡକାଯାଇଥିବା ଓଡ଼ିଶା ବନ୍ଦର ପ୍ରଭାବ