ଓଡ଼ିଶା: ଆଜିର ଫଟୋ (୧୬ ଜାନୁଆରୀ ୨୦୨୬)
ଶୁକ୍ରବାର ରାଜରାଣୀ ମନ୍ଦିରରେ ରାଜରାଣୀ ସଙ୍ଗୀତ ଉତ୍ସବର ଉଦଘାଟନୀ
ସାରଳା ଭବନରେ Natasutra Research Public Charitable Trust ପକ୍ଷରୁ ଆୟୋଜିତ ନାତସୁତ୍ର ଶାସ୍ତ୍ରୀୟ ନୃତ୍ୟ ଉତ୍ସାପନୀ ସନ୍ଧ୍ୟାରେ ନୃତ୍ୟଶିଳ୍ପୀମାନେ ପରିବେଷିତ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ
ଶୁକ୍ରବାର Exhibition Groundରେ ସିସିର ସରସ ମେଳା ଅବସରରେ ଆୟୋଜିତ ଫ୍ୟାଶନ୍ ଶୋ