ଓଡ଼ିଶା: ଆଜିର ଫଟୋ ( ୧୪ ସେପ୍ଟେମ୍ବର, ୨୦୨୫ )
କଟକ ମହାନଦୀ ଗଡଗଡିଆ ଘାଟରେ ଶ୍ରୀ ଶ୍ରୀ ଷୋଳ ପୁଅ ମା ଘଟ ପୂଜାର୍ଚ୍ଚନା କରାଯାଇ ଶୋଭାଯାତ୍ରାରେ ନିଆଯାଉଛି
ପୁରୀ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ସର୍ବ ଭାରତୀୟ ଚିତ୍ରକଳା ଶିବିର
କଟକ ପୁରୀଘାଟ ଦେବୀଗଡାଠାରେ ନିର୍ମିତ କୃତ୍ରିମ ପୁଷ୍କରିଣୀରେ ଗଣେଶଙ୍କ ପ୍ରତିମାଙ୍କୁ ବିସର୍ଜନ କରାଯାଉଛି
ଭୁବନେଶ୍ୱର ରାଜମହଲ ଛକରେ ପ୍ରବଳ ବର୍ଷା