ଓଡ଼ିଶା: ଆଜିର ଫଟୋ (୧୪ ଜାନୁଆରୀ ୨୦୨୬)

ପୁରୀ ରାଧାବଲ୍ଲଭ ମଠରେ ମକର ଚାଉଳ ପ୍ରସ୍ତୁତ କରାଯାଇ ମକର ଉତ୍ସବ ପାଳନ କରାଯାଉଛି

 

 

 

ଗଞ୍ଜାମରେ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତି, ପୋଙ୍ଗଲ ଅବସରରେ ପୂଜା, ପୋଙ୍ଗଲ ଆଦି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

 

 

ପୁରୀରେ ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ

 

 

 

 ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ମକର ସଂକ୍ରାନ୍ତି ଅବସରରେ ଗୁଡ଼ି ଉଡା