ଓଡ଼ିଶା: ଆଜିର ଫଟୋ ( ୧୪ ଜାନୁଆରୀ, ୨୦୨୫ )
ମକର ସଂକ୍ରାନ୍ତିରେ ଲିଙ୍ଗରାଜ ମନ୍ଦିରରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ
ମକର ସଂକ୍ରାନ୍ତିରେ କଟକ କାଠଯୋଡ଼ି ରେଳ ଧାରଣା ଉପରେ ଯୁବକମାନେ ଗୁଡ଼ି ଉଡାଉଛନ୍ତି
କଟକ ସିଡିଏ ନେତାଜୀ ସେତୁ ପାର୍ଶ୍ୱରେ ଥିବା ଗାନ୍ଧୀ ସ୍ମାରକୀ ପାର୍କ ପରିସରରେ ଓଡିଶା ଚିତ୍ରକଳା ଏକାଡେମୀ ପକ୍ଷରୁ ଅନୁଷ୍ଠିତ ବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା