ଓଡ଼ିଶା: ଆଜିର ଫଟୋ ( ୧୩ ଅକ୍ଟୋବର, ୨୦୨୫ )

ଭୁବନେଶ୍ୱରରେ ଅନୁଷ୍ଠିତ ବାର୍ଷିକ ଟେରାକୋଟା ପ୍ରଦର୍ଶନୀରେ କଳାକାରମାନେ ତାଙ୍କର ରଙ୍ଗିନ ଏବଂ ସୂକ୍ଷ୍ମ ଟେରାକୋଟା କଳା ଉପସ୍ଥାପନା କରୁଛନ୍ତି

 

 

 

କାର୍ତ୍ତିକ ମାସ ପ୍ରଥମ ସୋମବାରରେ ଧବଳେଶ୍ୱର ଶୈବ ପୀଠରେ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି

 

 

 

ଆଗକୁ କାର୍ତ୍ତିକ ପୁର୍ଣିମା, ବିନ୍ଦୁସାଗର ନାଳ ସାହିରେ କାରିଗର ସୋଲରେ ଡଙ୍ଗା ତିଆରି କରୁଛନ୍ତି

 

👉 Follow Dharitri – Odisha’s No.1 Trusted Odia Daily 📰✨