ଓଡ଼ିଶା: ଆଜିର ଫଟୋ ( ୧୩ ନଭେମ୍ବର, ୨୦୨୫ )
ସୂଚନା ଭବନରେ ମୋଖ୍ୟ ଅନୁଷ୍ଠାନ ପକ୍ଷରୁ ୧୬୦୦ ଯୁଗଳବନ୍ଧୀ ଓଡ଼ିଶୀ ନୃତ୍ୟ କୋରିଓଗ୍ରାଫି ପ୍ରଦର୍ଶନ କରାଯାଇଛି
ଗୁରୁବାର ସ୍ୱାଭିମାନ ଦ୍ୱାରା ଆଦିବାସୀ ପ୍ରଦର୍ଶନୀ ପଡିଆରେ ୨୫ତମ ଆନ୍ତର୍ଜାତୀୟ ଶିଶୁ ଓ ଯୁବ ଉତ୍ସବ ‘ଅଞ୍ଜଳି’ର ଦ୍ୱିତୀୟ ଦିନ ଆୟୋଜିତ ହୋଇଯାଇଛି
ଗୁରୁବାର ରାଜଧାନୀ ହାଇ ସ୍କୁଲରେ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ସୁରଭି’ର ଦ୍ୱିତୀୟ ଦିନ ଆୟୋଜିତ ହୋଇଯାଇଛି