ଓଡ଼ିଶା: ଆଜିର ଫଟୋ ( ୨୦ ଅକ୍ଟୋବର , ୨୦୨୫ )

ସିଂହଦ୍ୱାର ସମ୍ମୁଖରେ ଶ୍ରଦ୍ଧାଳୁ ମାନେ କାଉଁରିଆ ଜଳି ପିତୃ ପୁରୁଷଙ୍କୁ ଆହ୍ୱାନ କରୁଛନ୍ତି

କଟକ ରୋଡ଼ ରିଫ୍ୟୁଜ କଲୋନୀ ସଂଘଶ୍ରୀ କ୍ଲବ୍ ପାଖରୁ ମା କାଳୀ ପୂଜା ଉଦ୍‌ଯାପିତ ହେଉଛି

ଲକ୍ଷ୍ମୀସାଗର ବଙ୍ଗାଳି କଲୋନୀ ଗୁପ୍ତ କୁଟିରରେ ୬୫ ବର୍ଷର ପୁରୁଣା ମା ଦକ୍ଷିଣା କାଳୀ ପୂଜା ଉଦ୍‌ଯାପିତ ହେଉଛି