ଓଡ଼ିଶା: ଆଜିର ଫଟୋ ( ୧୮ ସେପ୍ଟେମ୍ବର , ୨୦୨୫ )

ବାରବାଟି ଷ୍ଟେଡିୟମରେ ଆୟୋଜିତ ଓଡ଼ିଶା ପ୍ରୋ T20 ଲିଗର ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚଟି ପୁରୀ ଟାଇଟାନ୍ସକେନ୍ଦୁଝର ମାଇନର୍ସ ମଧ୍ୟରେ ଖେଳାଯାଇଥିଲା।

ପୁରୀ ଟାଇଟାନ୍ସ ଓ କେନ୍ଦୁଝର ମାଇନର୍ସ ମଧ୍ୟରେ ହୋଇଥିବା ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚରେ,କେନ୍ଦୁଝର ମାଇନର୍ସର ଏକ ବୋଲର ୫ଟି ୱଇକେଟ ନେଇ ଦେଖାଇଲେ ଦମଦାର ପ୍ରଦର୍ଶନ!