ଓଡ଼ିଶା: ଆଜିର ଫଟୋ ( ୭ ସେପ୍ଟେମ୍ବର , ୨୦୨୫ )

ତୁଳସୀପୁର ମଠ ସାହି ଦେଇ ବିସର୍ଜନ ପାଇଁ ଗଣେଶ ମୁର୍ମାୟୀ ପ୍ରତିମାଙ୍କୁ ସୋଭାଯାତ୍ରାରେ ନିଆଯାଉଛି

ଇନ୍ଦୁ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ନାରାୟଣଙ୍କ ସମ୍ମୁଖରେ ଇନ୍ଦ୍ର ହାତୀ ନୀତି ସମ୍ପନ୍ନ କରାଯାଉଛି