ଓଡ଼ିଶା: ଆଜିର ଫଟୋ ( ୧୨ ଅକ୍ଟୋବର, ୨୦୨୫ )

ପୁରୀ ସହର ପ୍ରବେଶ ପଥରେ ଥିବା ଐତିହ୍ୟ ମୂଷା ନଦୀ ବିଲଟି ଦଳରେ ପୋତି ହୋଇ ଗଲାଣି

 

 

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପଠାରେ, ଇଣ୍ଡିଆ ନ୍ୟାସନାଲ ଡ୍ୟାନ୍ସ ଫେଷ୍ଟିଭାଲର ଉଦଯାପନୀ ଉତ୍ସବରେ ଆୟୋଜିତ ନୃତ୍ୟ

 

 

ପୁରୀ ଷ୍ଟେସନ କଲ୍ୟାଣ ମଣ୍ଡପ ହବିଷ୍ୟାଳି କେନ୍ଦ୍ରରେ ବ୍ରତଧାରୀମାନେ ଆକାଶ ଦୀପ ଜାଳୁଛନ୍ତି

 

 

 

 

 

👉 Follow Dharitri – Odisha’s No.1 Trusted Odia Daily 📰✨