ଓଡ଼ିଶା: ଆଜିର ଫଟୋ ( ୧୨ ଫେବୃଆରୀ, ୨୦୨୫ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ କଳାକାରମାନେ ନାଟକ ‘ଦେବଦାସୀ’ ପରିବେଷଣ କରୁଛନ୍ତି
ସେଲିବ୍ରିଟି କ୍ରିକେଟ୍ ଲିଗ୍ ୨୦୨୫: ଭୁବନେଶ୍ୱରରେ ବିଧାୟକ-କମ୍-ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଚଳଚ୍ଚିତ୍ର ନିର୍ମାତା ବୋନି କପୁର, ଅଭିନେତା ଅର୍ଜୁନ କପୁରଙ୍କ ସାମ୍ବାଦିକ ସମ୍ମିଳନୀ