ଓଡ଼ିଶା: ଆଜିର ଫଟୋ ( ୩ ଅଗଷ୍ଟ , ୨୦୨୫ )

ଶ୍ରାବଣ ମାସର ଶେଷ ସୋମବାରରେ ବିଭିନ୍ନ ଶୈବ ପିଠରେ ଜଳ ଲାଗି ନେଇ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରୁ ବାହାରୁଥିବା କାଉଡ଼ିଆ।

ବଳଙ୍ଗା ପୀଡିତା ମୃତ୍ୟୁ ପରେ କମିଶନରେଟ୍ ପୋଲିସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ରୋଡ୍‌ରେ ପୋଲିସ ମୃତୟନ