ଓଡ଼ିଶା: ଆଜିର ଫଟୋ ( ୨୪ ଜୁଲାଇ , ୨୦୨୫ )

ରବିନ୍ଦ୍ର ମଣ୍ଡପରେ ଗୃହ ନଗର ଉନ୍ନୟନ ସଂସ୍କୃତିକ ପରିଷଦର ୪୧ତମ ବାର୍ଷିକ ଉତ୍ସବରେ ମଙ୍ଗଳାଚରଣ ଓଡିଶୀ ନୃତ୍ୟ ପରିବେଷଣ ।

ଭୁବନେଶ୍ୱର ଜିଜିପି କଲୋନୀ ଛକରେ ରାକ୍ଷୀ ଦୋକାନ ଗରାଖମାନେ ଛିଡା ହୋଇ ରାକ୍ଷୀ ଦେଖୁଛନ୍ତି