ଓଡ଼ିଶା: ଆଜିର ଫଟୋ ( ୧୧ ଅକ୍ଟୋବର, ୨୦୨୫ )

କଟକ ବାଲିଯାତ୍ରା ପାଇଁ ତଳ ପଡିଆରେ ବିଦ୍ୟୁତ ଖୁଣ୍ଟିରେ ବିଦ୍ୟୁତ ତାର ସଂଯୋଗ କରାଯାଉଛି

 

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପଠାରେ ଜାତୀୟ ନୃତ୍ୟ ଉତ୍ସବ

 

 

କଟକ ନୟାସଡ଼କ ଅଂଚଳରେ ଥିବା ଦୋକାନରୁ ଦୀପାବଳି ପାଇଁ ଜଣେ ଗ୍ରାହକ ଗଣେଶ ପ୍ରତିମା କିଣୁଛନ୍ତି

👉 Follow Dharitri – Odisha’s No.1 Trusted Odia Daily 📰✨