ଓଡ଼ିଶା: ଆଜିର ଫଟୋ ( ୧୧ ନଭେମ୍ବର, ୨୦୨୫ )

ପୋଢ଼ୁଁଆଅଷ୍ଟମୀ ଅବସରରେ ନିଆଳି ମାଧବ ପୀଠର ପୋଢ଼ୁଁଆ ଭାର ଶ୍ରୀକ୍ଷେତ୍ରକୁ ନିଆଯାଉଛି

 

 

କଟକ ବାଲିଯାତ୍ରା ଅବସରରେ ମହାନଦୀରେ ନୌକା ଦୌଡ଼ ପ୍ରତିଯୋଗିତା

 

 

କଟକ ବାଲିଯାତ୍ରା ଅବସରରେ ମହାନଦୀରେ ଜଳ କ୍ରୀଡା

 

 

ପୁରୀରେ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀମନ୍ଦିର ଆକାଶର ମନୋଲୋଭା ଦୃଶ୍ୟ

 

 

👉 Follow Dharitri – Odisha’s No.1 Trusted Odia Daily 📰✨