ଓଡ଼ିଶା: ଆଜିର ଫଟୋ ( ୧୧ ଜାନୁଆରୀ, ୨୦୨୫ )
ଭୁବନେଶ୍ୱର ପଦର୍ଶନୀ ପଡିଆରେ ଚାଲିଥିବା ଆଦିବାସୀ ମେଳାରେ ଲୋକଙ୍କ ଭିଡ
ସକାଳ ସମୟରେ ରାଜଧାନୀରେ ଘନ କୁହୁଡି
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଜିକେଏମ ଓଡିଶୀ ରିସର୍ଚ୍ଚ କେନ୍ଦ୍ରରେ, ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ କାର୍ଯ୍ୟକ୍ରମ
ଭୁବନେଶ୍ୱର ଜୟଦେବ ବିହାର – ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍ ଜାମ