ଓଡ଼ିଶା: ଆଜିର ଫଟୋ ( 10 ଅକ୍ଟୋବର , ୨୦୨୫ )

କଳା ବିକାଶ କେନ୍ଦ୍ର ଅଡିଟୋରିଉମରେ ନବକଳିକା ପକ୍ଷ୍ୟରୁ ଅନୁଷ୍ଠିତ ୪୮ତମ କୁମାର ଉତ୍ସବ କାର୍ଯ୍ୟକ୍ରମରେ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ

ଶୁକ୍ରବାର ସୂଚନା ଭବନଠାରେ ଚତୁର୍ଥ ଅହିଂସା ଉତ୍ସବ ପାଳନ କରାଯାଇଛି

କଳା ବିକାଶ କେନ୍ଦ୍ର ଅଡିଟୋରିଉମରେ ନବକଳିକାଙ୍କ ପକ୍ଷ୍ୟରୁ ଅନୁଷ୍ଠିତ ୪୮ତମ କୁମାର ଉତ୍ସବ କାର୍ଯ୍ୟକ୍ରମରେ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ