ଓଡ଼ିଶା: ଆଜିର ଫଟୋ (୧୦ ଜାନୁଆରୀ ୨୦୨୬)

ରବୀନ୍ଦ୍ର ମଣ୍ଡପରେ ଶୁକ୍ରବାର ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମଜୟନ୍ତୀ ଅବସରରେ ଦ୍ୱିତୀୟ ଦିନର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପାଳିତ ହୋଇଥିଲା

ଶୁକ୍ରବାର RPRC ରେ ବାର୍ଷିକ ଫୁଲ ପ୍ରଦର୍ଶନୀ

କମଳା ନେହେରୁ ୪୭ତମ ବାର୍ଷିକ ଉତ୍ସବରେ ଆମନ୍ତ୍ରିତ ଅତିଥିଙ୍କ ଦ୍ୱାରା ଆୟୋଜିତ ନୃତ୍ୟ ପ୍ରଦର୍ଶନ