ଓଡ଼ିଶା: ଆଜିର ଫଟୋ (ଜୁନ ୧୭ , ୨୦୨୧)

ଲକଡାଉନ ନିଅମ କୋହଳ ପରେ ରାଜମହଲ ରୁ ଶିଶୁଭବନ ଛକ ରୋଡ କଡରେ ଗାଡିକୁ ପାର୍କିଙ୍ଗ କରାଯାଇଛି

ଲକଡାଉନ ନିଅମ କୋହଳ ହେବା ପରେ ଲୋକଙ୍କ ଭିଡ

କୌଳିକ ବୃତ୍ତି ମେରିଆ ବଜ଼ାର ଅଂଚଳ ରେ ଜଣେ ଝିଅ ବାଉଁଶ ଜାତ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି