ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୧, ୨୦୨୧)

ଓଡିଶା ମହିଳା ଫୁଟବଲ ଲିଗ ଅନୁଷ୍ଠିତ ହୋଇଛି କଳିଙ୍ଗ ଷ୍ଟଡିୟମ ସ୍ପୋର୍ଟ୍ସ ହଷ୍ଟେଲ ସହ ଓଜିପି କ୍ଲବ

ସତ୍ୟନଗର ମସାଣି ରୋଡ ରେ ଜଣେ ଦୃଷ୍ଟିହୀନ ମହିଳା ଆଉ   ଜଣେ ମହିଳା   ଙ୍କ ହାତଧରି ରାସ୍ତାରେ ଯାଉଛି

ଖରଶ୍ରୋତା କଚେରୀ ଗଦା ରିଙ୍ଗ ବନ୍ଧ ରାସ୍ତା ପାର୍ଶ୍ୱରେ ପିଲା ଙ୍କ ଖେଳନା ସାମଗ୍ରୀ ବିକ୍ରୟ ପାଇଁ ଠିଆ ହୋଇଥିବା ବୁଲା ବ୍ୟବସାୟୀ