ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୮, ୨୦୨୧)

ପୁଷ୍ୟାଅଭିଷେକ ଉପଲକ୍ଷେ କଟକସ୍ଥିତ ଚାନ୍ଦିନିଚୋକ୍ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରାଜରାଜେଶ୍ଵରୀ ବେସ

ଫଗୁଣ ର ଆଗମନରେ ଆମ୍ବ ଗଛ ରେ ବଉଳ ଆସିବାର ଦୃଶ୍ୟ

ସୁଭାଷ୍ରୀ ପଟ୍ଟନାୟକଙ୍କ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ