ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୯, ୨୦୨୩ )

ୟୁନିଟ-୧ ମହାଦେବ ପୂଜା କମିଟୀର ତୋରଣ

ରାଜଧାନୀ ଭୁବନେଶ୍ୱରରେ ମା ଦୁର୍ଗାଦେବୀଙ୍କ ଆଗମନରେ ବିଭିନ୍ନ ପାଣ୍ଡାଲ୍ ପ୍ରସ୍ତୁତି

ଭୁବନେଶ୍ୱରର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଚିତ୍ରାଙ୍କନ ଏବଂ ବୃକ୍ଷରୋପଣ ପ୍ରତିଯୋଗିତା