ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୨, ୨୦୨୩ )

ବଲିଉଡ଼ ଅଭିନେତା କିରଣ କୁମାର ମହାପ୍ରଭୁ ଙ୍କୁ ଦର୍ଶନସାରୀ ଫେରୁଛନ୍ତି

ଟଙ୍କପାଣି ରୋଡ ବ୍ରହ୍ମେଶ୍ୱର ପାଟଣା ରେ ବେଆଇନି ଘରକୁ ବିଡିଏ ଉଛେଦ କରୁଛି

ବିଧାନସଭା ସମୁଖ ପାର୍କ ରେ ଲାଇନ ହୋଇ ପ୍ରତିମୁର୍ତି ରଖାଯାଇଛି