ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୬, ୨୦୨୨)

ଭୁବନେଶ୍ୱରରେ ପ୍ରବଳ ବର୍ଷା

ଜନପଥ ମାଷ୍ଟର କ୍ୟାଣ୍ଟିନଠାରୁ ରାଜମହଲ ରାସ୍ତାରେ ବର୍ଷା ଜନିତ ପ୍ରବଳ ବର୍ଷା ପାଣି ଜମିରହିଛି

ଖାନଗର ପୂଜା କମିଟି ପକ୍ଷ୍ୟରୁ ନିର୍ମାଣାଧୀନ ତୋରଣ

ଖାନଗର ପୂଜା ମଣ୍ଡପରେ ମେଧାରେ ଚାନ୍ଦି ଅଳଙ୍କାର ସଯିତ କରୁଥିବା କାରିଗର

ଚୌଧୁରୀ ବଜ଼ାର ପୂଜାମଣ୍ଡପରେ ମା ଦୁର୍ଗା ମୁର୍ମୟୀ ପ୍ରତିମାଙ୍କୁ ରଙ୍ଗ ତୁଳିରେ ଶେଷ ସ୍ପର୍ଶ ଦେଉଥିବା ଶିଳ୍ପୀ