ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୫, ୨୦୨୨)

ଭୁବନେଶ୍ୱରରେଠାରେ ଭାରତୀରେ ବାୟୁସେନା ପକ୍ଷରୁ ଏୟାରଶୋ ରିହଲର୍ସାଲ କରୁଛି

ଭୁବନେଶ୍ୱରର ଦୃଷ୍ଟିହୀନଙ୍କ ବିଦ୍ୟାଳୟ ଶିକ୍ଷକ ଅଭାବ ନେଇ ଭୀମା ଭୋଇ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ଶିକ୍ଷକ ନିଯୁକ୍ତିକୁ ପାଇଁ ବିକ୍ଷୋବ କରୁଛନ୍ତି

ଭୁବନେଶ୍ୱରର ଆଇଗିନିଆ ଅଞ୍ଚଳରେ ବିଡିଏ କର୍ତ୍ତୃପକ୍ଷ ବେଆଇନ ଘର ନିର୍ମାଣକୁ ଭାଙ୍ଗି ଦେଉଛନ୍ତି

କଟକ ଡିସିପି ପିନାକ ମିଶ୍ର କାର୍ଯ୍ୟାଳୟରେ ସିସିଟିଭି କଣ୍ଟ୍ରୋଲ ରୁମର ଉଦଘାଟନ କରିଛନ୍ତି

କଟକସ୍ଥିତ ଏକ ରିକ୍ସା ଉପରେ ଜଣେ ବେପାରୀ ବଜାରକୁ ବିଶ୍ୱକର୍ମାଙ୍କ ମୂର୍ତ୍ତିଗୁଡିକ ନେଇଯାଉଛନ୍ତି