ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୧ , ୨୦୨୨)

ଭୁବନେଶ୍ୱର ଗାଡ଼କଣ ଅଞ୍ଚଳରେ ବେଆଇନ ନିର୍ମାଣକୁ ବିଡିଏ ପକ୍ଷରୁ ଉଛେଦ କରାଯାଉଛି

ଜଣେ ଯୁବତୀ ଅଭିନେତା ସିଦ୍ଧନ୍ତ ମହାପାତ୍ରଙ୍କ ସହ ସେଲଫି ନେଉଛନ୍ତି

କଟକରେ  ଓଡିଆ ଅଭିନେତା ସ୍ୱର୍ଗତ ମିହିର ଦାସଙ୍କୁ ତାଙ୍କର ୬୩ ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି