ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୭ , ୨୦୨୨)

ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ତୈଳଚିତ୍ର କଟକସ୍ଥିତ ମଧୁପାଟଣା-ଲିଙ୍କ୍ ରୋଡ୍ ଓଭରବ୍ରିଜ୍ ସ୍ତମ୍ଭରେ ଚିତ୍ରିତ କରାଯାଇଛି


କଟକ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବାବେଳେ ଉଦ୍ଧାର କାର୍ଯ୍ୟ ଚାଲିଛି