ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୧, ୨୦୨୧)
ବିନ୍ଦୁସାଗର ରେ ପିଲା ମାନେ ପାଣିରେ ଗାଧୋଉଛନ୍ତି
କଳ୍ପନା ଛକରେ କାଉଟି ଥଣ୍ଟରେ ଖାଦ୍ୟ ଧରି ଉଡୁ଼ଯାଉଥିବାର ଦୃଶ୍ୟ
ଦେବୀଗଡା କାଠଯୋଡ଼ି ନଦୀତଟ ବାଲୁକାଶଯ୍ୟା ରେ କ୍ରିକେଟ ଖେଳୁଥିବା ପିଲାମାନେ
କଲେଜ ଛକ ପିଲଗ୍ରିମ ରୋଡ ପାର୍ଶ୍ୱରେ ପାଇପ୍ ଫାଟି ନିର୍ଗତ ଜଳ
କଲେଜ ଛକ ଠାରେ ବିଦ୍ୟୁତ ଖୁଣ୍ଟ ଉପରେ ଚଢି ଅସୁରକ୍ଷିତ ଭାବେ କାର୍ଯ୍ୟରତ ଶ୍ରମିକ ମାନେ
ଯୋବ୍ରା ଆନିକଟ ଠାରେ ମହାନଦୀ ରେ ପ୍ରବାହିତ ଗୋଳିଆ ପାଣି
ଭୁବନେଶ୍ୱର ର ରବୀନ୍ଦ୍ର ମଣ୍ଡପ ଠାରେ ବାଲୁକା ଶିଳ୍ପୀ ସୁବଳ ମହାରଣା ଙ୍କ ଦ୍ୱାରା ରଥ ଯାତ୍ରା ଉପଲକ୍ଷ୍ୟେ ଜଗନାଥ ଙ୍କ ମୂର୍ତି ସହ ତିନି ରଥ ପ୍ରଦର୍ଶନ