ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨, ୨୦୨୦)

ଶ୍ରୀଜୀଉଙ୍କ ଅଳଙ୍କାର ଗୁଡିକୁ ରଥ ଉପରକୁ ନିଆଯାଉଛି।

ପ୍ରଜାପ୍ରତିମାନେ ଭୂମିରୁ ଖାଦ୍ୟ ସଂଗ୍ରହ କରୁଛନ୍ତି

ଭୁବନେଶ୍ୱରସ୍ଥିତ ତୋଷାଳି ଭବନରେ ସ୍ବେଚ୍ଛାସେବୀମାନେ ସାନିଟାଇଜ କରୁଛନ୍ତି।

ମହାପ୍ରଭୁଙ୍କ ସୁନାବେଶ