ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୧, ୨୦୨୦)

 

କଟକର ବିଭିନ୍ନ ପୂଜାମଣ୍ଡପ

ପୁରୀର ବିଭିନ୍ନ ପୂଜାମଣ୍ଡପ

ରାଜଧାନୀରେ ବର୍ଷା

ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ କଟକ କାଠଯୋଡି ତଟରେ ତିଆରି ହେଉଛି କୃତ୍ରିମ ପୁଷ୍କରିଣୀ

ମା’ ଗଡଚଣ୍ଡୀଙ୍କ ଗାୟତ୍ରୀ ବେଶ

ମା’ ବାସନ୍ତୀ ଦୁର୍ଗାଙ୍କ ଅନ୍ନପୂର୍ଣ୍ଣା ବେଶ

କଟକ କାଠଯୋଡି ତଟରେ ବସିଛନ୍ତି ବଗ