ଦିଲ୍ଲୀରେ ଆଗରେ ଚାଲିଛି ଏନଡିଏ, ରେସରେ ମନୋଜ ତିଓ୍ବାରୀ…

ନୂଆଦିଲ୍ଲୀ,୪।୬: ପ୍ରାରମ୍ଭିକ ଧାରା ଅନୁଯାୟୀ, ଉତ୍ତର ପୂର୍ବ ଦିଲ୍ଲୀରେ ଭାଜପାର ମନୋଜ ତିୱାରୀ ଆଗରେ ରହିଛନ୍ତି। ତିୱାରୀଙ୍କ ବିପକ୍ଷରେ କଂଗ୍ରେର କହ୍ନେୟା କୁମାର କଡା ଟକ୍କର ଦେଉଛନ୍ତି। ଏହି ସମୟରେ କଂଗ୍ରେସ ଦଳର ଜେପି ଅଗ୍ରୱାଲ ଚାନ୍ଦନୀ ଚୌକ ଆସନରୁ ଆଗୁଆ ଥିବାବେଳେ ଦିଲ୍ଲୀର ୭ ଆସନ ମଧ୍ୟରୁ ୩ରେ ଭାଜପା ଆଗୁଆ ରହିଛି।