NASA administrator Bill Nelson poses for a picture with former Indian Astronaut Rakesh Sharma, during a conversation with NASA and ISRO (Indian Space Research Organisation) at VITM Auditorium, in Bengaluru, India November 29, 2023. REUTERS/Nivedita Bhattacharjee
ଓ୍ବାଶିଂଟନ,୨୫ା୫: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଆଇଏସ୍ଏସ୍)କୁ ମିଳିତ ମିଶନ ପଠାଇବା ନିମନ୍ତେ ଆମେରିକା ମହକାଶ ପ୍ରତିଷ୍ଠାନ ନାସା ଭାରତୀୟ ମହାକାଶଚାରୀମାନଙ୍କୁ ଅଗ୍ରୀମ ପ୍ରଶିକ୍ଷଣ ପ୍ରଦାନ କରିବ। ଚ
ଳିତ ବର୍ଷ କିମ୍ବା ଏହାର ଠିକ୍ ପରେ ନାସା ଆଇଏସ୍ଏସ୍କୁ ମିଶନ ପଠାଇବ ବୋଲି ଭାରତରେ ଆମେରିକାରର ରାଷ୍ଟ୍ରଦୂତ ଏରିକ ଗାର୍ସେଟ୍ଟି କହିଛନ୍ତି। ଆମେରିକା-ଭାରତ ବ୍ୟବସାୟିକ ମହାକାଶ ସମ୍ମିଳନୀରେ ଭାଗନେଇ ଗାର୍ସେଟ୍ଟି ଏହି ସୂଚନା ଦେଇଛନ୍ତି।