Monaco: Stefanos Tsitsipas of Greece kisses the trophy after defeating Andrey Rublev of Russia in the Monte Carlo Tennis Masters tournament finals in Monaco, Sunday, April 18, 2021. AP/PTI(AP04_18_2021_000235B)
ମୋନାକୋ, ୧୯ା୪ (ଏପି)-ଗୋଟିଏ ହେଲେ ସେଟ୍ ଡ୍ରପ୍ ନ କରି ଗ୍ରୀସ୍ର ଷ୍ଟିଫାନସ ସିତ୍ସିପାସ ମଣ୍ଟେ କାର୍ଲୋ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିିତ ଫାଇନାଲରେ ସେ ୬-୩, ୬-୩ ସେଟ୍ରେ ଆନ୍ଦ୍ରେ ରୁବ୍ଲେଭଙ୍କୁ ହରାଇ ଦେଇଛନ୍ତି। ଫଳରେ ସେ ଚଳିତବର୍ଷ ତାଙ୍କର ପ୍ରଥମ ଏବଂ ମୋଟ ଉପରେ ୬ଷ୍ଠ ଟାଇଟଲ ହାସଲ କରିଛନ୍ତି। ୨୨ ବର୍ଷୀୟା ସିତ୍ସିପାସ ଗତବର୍ଷ ଫେବୃୟାରୀରେ ମର୍ସିଲିଠାରେ ଓପନ୍ ୧୩ ଇନ୍ଡୋର ଟୁର୍ନାମେଣ୍ଟ ଜିତିଥିଲେ।