ପୋଲ ଉପରେ ଝୁଲିକି ରହିଛି ମେଲୋଡ଼ି ପାର୍ଟି ଗାଡ଼ି

ବଲାଙ୍ଗୀର,୨୫ା୧୧(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ର ପୋଡ଼ଛାପର ଗାଁ ନିକଟରେ ଏକ ମେଲୋଡ଼ି ପାର୍ଟି ଗାଡ଼ି(ମିନିଟ୍ରକ୍‌)ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିଟି ଭାରସାମ୍ୟ ହରାଇ ଏକ ପୋଲ ଉପରକୁ ମାଡ଼ି ଯାଇ ଝୁଲିକି ରହିଛି। ସୌଭାଗ୍ୟବଶତଃ ଏଥିରେ ଥିବା ୨୦ରୁ ଅଧିକ କଳାକାର ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

Share
Tags: accident