ଷ୍ଟେଶନରୁ ସ୍କୁଲ ବ୍ୟାଗରେ ଦିଲ୍ଲୀ ଚାଲାଣ ହେଉଥିଲା ଗଞ୍ଜେଇ, ଅଚାନକ ପହଞ୍ଚିଗଲା…

ରାଉରକେଲା,୩୦।୧୦(ସଂଗୀତା ଜେନା): ଷ୍ଟେଶନ ପାର୍ସଲ ଅଫିସରେ ରେଲୱେ ପୋଲିସ (GRP) ଚଢାଉ କରିଛି। ଦୁଇଟି ବଡ଼ ବ୍ୟାଗରେ ୫୦ ଲକ୍ଷରୁ ଅଧିକ ମୂଲ୍ୟର ଗଞ୍ଜେଇ ଚୋରାଚାଲାଣ ସନ୍ଦେହରେ ମାଜିଷ୍ଟ୍ରେଟ ବିକାଶ କୁମାର ଭୋଇଙ୍କ ଉପସ୍ଥିତିରେ ଖୋଲିଲା ୨ ସନ୍ଦିଗ୍ଧ ବ୍ୟାଗ। ପୋଲିସ ଆସିବାର ଖବରପାଇ ଚୋରାଚାଲାଣକାରୀମାନେ ପଳାଇଯାଇଥିଳେ। ଗୁରୁବାର ପ୍ରାୟ ୨.୩୦ ଟାରେ ଚଢାଉ କରାଯାଇଥିଲା। ଏନେଇ grp ଆଇଆଇସି ରେଶମା ଏକ୍କା ପ୍ରତିକ୍ରିୟା ଦେଇଛନ୍ତି। ସେହିପରି ମାଜିଷ୍ଟ୍ରେଟ ମଧ୍ୟ ମତ ଦେଇଛନ୍ତି। ପୂର୍ବରୁ ଏପରି ହେଉଥିବା ସନ୍ଦେହ କରିଛି ପୋଲିସ।

 

Dharitri – The Largest & Most Trusted Odia Daily

\