Categories: Video

ଲିଙ୍ଗରାଜଙ୍କ ପୀଠରେ ଜାଗର

ଆଜି ଜାଗର । ଚାରିଆଡେ ହର ହର ମହାଦେବ ଧ୍ୱନି । ସାରା ଦେଶରେ ଶୈବପୀଠ ଉତ୍ସବ ମୁଖର । ଭୋଳାନାଥଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ