ପୋଲସରା,୧୨।୨: ବ୍ୟବସାୟୀଙ୍କୁ ଅଟକାଇ ଝାମ୍ପିନେଲେ ୧୦ କେଜି ରୁପା। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ମୋହନାପଲ୍ଲୀରେ। ବ୍ୟବସାୟୀଙ୍କୁ ଅଟକାଇ ଲୁଟିନେଲେ ୨ ଦୁର୍ବୃତ୍ତ। ବାଇକ୍ରେ ଆସି ଧମକାଇ ଲୁଟି ନେଇଗଲେ ରୁପା ଅଳଙ୍କାର।