ବିଭିନ୍ନ ସ୍ଥାନରେ ଚଢ଼ାଉ, ବିପୁଳ ପରିମାଣର ମଦ ଜବତ

ସାବରଙ୍ଗ,୨୪ା୨(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦୦ ଲିଟର ବିଦେଶୀ ଓ ଦେଶୀ ମଦ ଜବତ କରିଛ। ସଦର ଏସ୍‌ଡିପିଓ ବିଚିତ୍ରା ନନ୍ଦ ସେଠୀଙ୍କ ନେତ୍ରତ୍ୱରେ ଏନେଇ ଥାନାରେ ୫ଟି ମାମଲା ରୁଜୁ ହେବା ସହ ୩ ଜଣଙ୍କୁ ସୋମବାର ସକାଳେ କୋର୍ଟ ଚାଲାଣ କରାଯାଇଛି।

Share