ଘାଟିରେ ଖସିଲା ମାଟି ଅତଡ଼ା: ଜାତୀୟ ରାଜପଥରେ…

କେନ୍ଦୁଝର,୨୪।୮(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲା ଜୁଡ଼ିଆଘାଟି ଓ କାଞ୍ଜିପାଣି ଘାଟିରେ ଖସିଲା ମାଟି ଅତଡ଼ା। ଏନେଇ ୪୯ ନମୱର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ଘାଟିରୁ ପଥର ଓ ମାଟି ଖସି ରାସ୍ତା ବନ୍ଦ ହୋଇ ଯାଇଛି।