Categories: Home Middleଖେଳ

IPL 2025: ପ୍ରଥମ କ୍ୱାଲିଫାୟାରରେ ପଞ୍ଜାବକୁ ହରାଇ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଚଣ୍ଡୀଗଡ଼,୨୯।୫: ଚଣ୍ଡିଗଡ଼ର ମୁଲ୍ଲାନପୁରରେ ଖେଳାଯାଇଥିବା IPL 2025ର ପ୍ରଥମ କ୍ୱାଲିଫାୟାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପଞ୍ଜାବ କିଙ୍ଗ୍ସ (PBKS) ବିପକ୍ଷରେ ୮ ଉଇକେଟରେ ବିଜୟୀ ହୋଇ ଚତୁର୍ଥ ଥର ପାଇଁ IPL ଫାଇନାଲରେ ପ୍ରବେଶ କରିଛି। ୨୦୧୬ ପରେ ଏହା ହେଉଛି RCBର ପ୍ରଥମ ଫାଇନାଲ। ପଞ୍ଜାବ ମାତ୍ର ୧୪.୧ ଓଭରରେ ୧୦୧ ରନରେ ଅଲଆଉଟ ହେବା ପରେ RCB ମାତ୍ର ୧୦ ଓଭରରେ ଏହି ଟାର୍ଗେଟ ହାସଲ କରି ନେଇଥିଲା।

 

Share